ମୁଁ ଜଣେ ଗୋପାଳକ.ମୁଁ ଜୈବିକ ରେ ପ୍ରଣାଳୀ ନିଜ ଘରେ ଘିଅ ପ୍ରସ୍ତୁତ କରେ.. ଯାହାକି ସମ୍ପୂର୍ଣ୍ଣ ଘରତିଆରି ଏବଂ ଶୁଦ୍ଧ... କେବଳ କ୍ଷୀରରୁ ଲହୁଣୀ ଏବଂ ଲହୁଣୀରୁ ଘିଅ ପ୍ରସ୍ତୁତ କରେ ଅନ୍ୟ କୌଣସି ଉପାଦାନ ମିଶ୍ରିତ ନାହିଁ..